ବାଣ ବିସ୍ଫୋରଣରେ ବାପା ମୃତ ପୁଅ ଗୁରୁତର

ଗୋପ: ଗୋପ ବ୍ଲକ୍‌ ଅନ୍ତର୍ଗତ ଦେସ୍ଥଳି ପଂଚାୟତର ଓଟର ନିକଟ ପିଙ୍ଗଳ ଗ୍ରାମରେ ଆଜି ବାଣ ବିସ୍ଫୋରଣରେ ଜଣେ ପ୍ରାଣ ହରାଇଛନ୍ତି। ଅନ୍ୟଜଣେ ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ଆଜି ସକାଳେ ଘରେ ବାଣ ଭିଡ଼ା ଚାଲିଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ପ୍ରାୟ ୮ଟାରେ ପିଙ୍ଗଳ ଗ୍ରାମର ରଞ୍ଜିତ ବିଶ୍ୱାଳ(୫୮) ଏବଂ ତାଙ୍କ ପୁଅ ବାପି ବିଶ୍ୱାଳ(୨୫) ନିଜ … Continue reading ବାଣ ବିସ୍ଫୋରଣରେ ବାପା ମୃତ ପୁଅ ଗୁରୁତର